ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ଯୁବକଙ୍କ ପଦଯାତ୍ରା: ବାରଙ୍ଗ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର

ବାରଙ୍ଗ/ତ୍ରିଶୂଳିଆ: ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ପଦଯାତ୍ରା କରୁଥିବା ଜଗତସିଂପୁର ବାଲିକୁଦାର ସତ୍ୟବ୍ରତ ଦାସ (୨୬) ଆଜି ବାରଙ୍ଗ ବ୍ଲକରେ ପହଞ୍ଚିଥିଲେ। ହାତରେ ଜାତୀୟ ପତାକା ଧରି ଓଡ଼ିଶା ପରିଭ୍ରମଣ କରୁଥିବା ସତ୍ୟବ୍ରତ ଏହି ଅବସରରେ ବିଡିଓ ପ୍ରଭାକର ପଣ୍ଡାଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଆଜି ସୁଦ୍ଧା ସେ ୫୦୩ ଦିନର ପଦଯାତ୍ରା କରି ୨୭୯ ବ୍ଲକରେ ପହଞ୍ଚି ସାରିଲେଣି। ଏହି ସମୟ ମଧ୍ୟରେ … Continue reading ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ଯୁବକଙ୍କ ପଦଯାତ୍ରା: ବାରଙ୍ଗ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର